Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-09-2023
Share:

By Village Missionary Movement

Monday, 11-Sep-2023

ଆଜିର ବାକ୍ୟ (Oriya) 11-09-2023

 

ଉତ୍ସର୍ଗୀକୃତ ଅର୍ପଣ 

 

“ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି !” - ୨ ୟ କରନ୍ତି ୯:୭

 

ଏକ ଚର୍ଚ୍ଚରେ ଏକ ଘୋଷଣା କରାଯାଇଥିଲା ଯେ,ତୁମେ ଯାହା ଇଚ୍ଛା ତାହା ପ୍ରଦାନ କରିପାରିବ, ଜଙ୍ଗଲରେ ରହୁଥିବା ଲୋକଙ୍କୁ ଇଶ୍ବରଙ୍କୁ ଜାଣି ନ ଥିବା ଖ୍ରୀଷ୍ଟଙ୍କ ସୁସମାଚାର ବିସ୍ତାର କରିବାରେ ସାହାଯ୍ୟ କର ! ମଣ୍ତଳୀର ସମସ୍ତ ଲୋକ ନୀରବ ରହିଥିବାବେଳେ ମାହି ନାମକ ଜଣେ ଝିଅ ଆଗକୁ ଆସି ଏକ ଅଫର୍ ପ୍ଲେଟରେ ଚାଲୁଥିବା ଦୁଇଟି ଆଶାବାଡି (କ୍ରଚ୍) ରଖିଲା ! ଏହାକୁ ୬00 ଡଲାରରେ ନିଲାମ କରାଯାଇ ଏବଂ ପୁନର୍ବାର ତାଙ୍କୁ ଫେରାଇ ଦେଇଥିଲେ ! ଏହା ଦେଖି ଅନ୍ୟମାନେ ମଧ୍ୟ ପ୍ରଭୁଙ୍କ ନିକଟରେ ବଳିଦାନ ଦାନ କରିବାକୁ ସ୍ବେଛାସେବୀ ହେଲେ ! ଏହି ଅର୍ଥ ଏକ ଭିନ୍ସେଣ୍ଟ ଫ୍ରି ନାମକ ମିଶିନାରୀଙ୍କୁ ଦିଆଯାଇଥିଲା, ଯିଏକି ସ୍ପେନ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ ଏବଂ ଇଟାଲୀ ଭଳି ବିଭିନ୍ନ ଦେଶରୁ ଅନେକ ଲୋକଙ୍କୁ ୨୧ ବର୍ଷ ପରିତ୍ରାଣ ପଥରେ ଆଗେଇ ନେଇଥିଲେ !

 

(ଲୂକ:- ୨୧:୧-୪ )ରେ କୁହାଯାଇଛି, ଜଣେ ଗରିବ ବିଧବା ନୈବେଦ୍ୟ ବାକ୍ସରେ ଛୋଟ ଦୁଇଟି ମୁଦ୍ରା ଅର୍ପଣ କଲେ ! ସେ ନିଜ ପାଇଁ ଯାହା ରଖିଥିଲେ ତାହା ରଖିଲେ ନାହିଁ କିନ୍ତୁ ଇଶ୍ବରଙ୍କୁ ଦେଲେ ! ଯୀଶୁ ଖ୍ରୀଷ୍ଟ କହିଥିଲେ ଯେ,ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହି ସବୁ ପକାଇଲା ! ତେଣୁ, ସେ ଇଶ୍ବରଙ୍କଠାରୁ ଆଶୀର୍ବାଦ ଗ୍ରହଣ କଲେ !

 

ଦାନ କର, ତାହାହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ; (ଲୂକ:-୬ :୩୮ )ଯଦି ଆମେ ସୁସମାଚାର ପ୍ରଚାର କରିବା ପାଇଁ ସୁସମାଚାର ଶୀଘ୍ର ବିସ୍ତାର ହେବ, ଏବଂ ଦୁଷ୍ଟମାନେ ସୁସମାଚାର ଶୁଣନ୍ତି ଏବଂ ପରିତ୍ରାଣ ଗ୍ରହଣ କରନ୍ତି ! ହଁ, ଜଣେ ପାପୀ ଅନୁତାପ କଲାବେଳେ ସ୍ୱର୍ଗରେ ବହୁତ ଆନନ୍ଦ ହେବ ! ଆପଣ ସେହି ସୁଖର ଏକ ଅଂଶ ହେବାକୁ ଚାହୁଁନାହାଁନ୍ତି କି ?

 

ପବିତ୍ର ବାଇବଲ କହେ ଯେ, ଯଦି ତୁମେ ଏକ ଗିନା ଥଣ୍ଟା ପାଣି ଦିଅ, ତେବେ ତୁମେ ତାହାର କୌଣସି ଫଳାଫଳ ନ ପାଇ ରହିଯିବ ନାହିଁ ! ଯେତେବେଳେ ଆମେ ତାଙ୍କ ପାଇଁ ଉତ୍ସର୍ଗୀକୃତ ଅର୍ପଣ କରିଥାଉ, ପ୍ରଭୁ ଆମକୁ ଏକୁଟିଆ ଛାଡିଦେବେ କି ?

 

ପ୍ରିୟ ବନ୍ଧୁଗଣ,ଆଜି ଦେବା ପ୍ରତି ଆମର ମନୋଭାବ କ’ଣ ? କିଛି କୁହନ୍ତି ମୁଁ ଦେବାକୁ ଚାହୁଁଛି ! ମୋର ନିଜ ପାଇଁ ପର୍ଯ୍ୟାପ୍ତ ଅର୍ଥ ନାହିଁ, ଏହା ଭାବିବା ଏକ ଭୁଲ ଚିନ୍ତା ! ପ୍ରଭୁଙ୍କର ଏକ ଆବଶ୍ୟକତା ଅଛି ବୋଲି ଭାବି, ପ୍ରଭୁଙ୍କ ନିକଟରେ ଆମର ଯାହା ଅଛି, ତାହା ଦେବା ! ଆମେ ପୂର୍ଣ୍ଣ ଆଶୀର୍ବାଦ ଗ୍ରହଣ କରିବା !

- ଶ୍ରୀମତୀ ରୋଜ ପାଉଲସେବାଷ୍ଟିଆନ୍

 

ପ୍ରାର୍ଥନା ଅନୁରୋଧ :-

ପୂର୍ଣ୍ଣକାଳୀନ ସେଵାକାର୍ଯ୍ୟ ନିମନ୍ତେ ଉତ୍ସର୍ଗୀକୃତ ସେବକମାନେ ଉଠିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino perabet perabet giriş perabet güncel giriş jojobet jojobet giriş jojobet güncel giriş Holiganbet Holiganbet Giriş Holiganbet Güncel Giriş Superbetin Superbetin Giriş Superbetin Güncel Giriş pashagaming pashagaming giriş pashagaming güncel giriş betcio Betcio Giriş betcio güncel giriş atlasbet atlasbet giriş atlasbet güncel giriş Piabet Piabet Giriş Ngsbahis Ngsbahis Giriş İnterbahis İnterbahis Giriş Klasbahis Klasbahis Giriş Coinbar Coinbar Giriş Limanbet Limanbet Giriş İmajbet İmajbet Giriş Restbet Restbet Giriş Matbet Matbet Giriş Jasminbet Jasminbet Giriş Belugabahis Belugabahis Giriş Online casino nz Best payout online casino nz jojobet jojobet giriş jojobet güncel giriş meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş bahsegel bahsegel bahsegel bahsegel bahsegel perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş belugabahis matbet romabet https://tr.jojobet-13eylul.art/