Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-03-2021
Share:

By Village Missionary Movement

Monday, 22-Mar-2021

ଆଜିର ବାକ୍ୟ (Oriya) 22-03-2021

ତୁମ୍ଭେ ସୁଗନ୍ଧ ସ୍ୱରୂପ 

“କାରଣ ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କ ମଧ୍ୟରେ ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ” - 2ୟ କରନ୍ତିୟ 2:15

ଆମେରିକାର 35ତମ ରାଷ୍ଟ୍ରପତି ଯୋହନ ଏଫ କେନେଡ଼ି ତାଙ୍କ ଯୌବନ ସମୟରେ ଗୋଟିଏ ସୁଗନ୍ଧ  ଦ୍ରବ୍ୟ ତିଆରି ହେଉଥିବା ପ୍ୟାକଟରିରେ କାର୍ଯ୍ୟ କରୁଥିଲା ! ସେ ତାଙ୍କର କାମ ଶେଷ କରି ଘରକୁ ଫେରିବା ବେଳେ, ସାହିର ଶେଷକୁ ପହଂଚିଲେ କେନେଡ଼ି ଆସୁଛନ୍ତି ବୋଲି ସମସ୍ତେ କହିଦିଅନ୍ତି !କାହିଁକିନା ସେହି ଗାଁ ସାରା ବାସନା ଶୁଭାଶୀତ ହେଉଥାଏ !ଆମ୍ଭେ ମଧ୍ୟ ଏହିପରି ଏହି ଜଗତରେ  ଶୁଭାଶୀତ ଭାବେ ଜୀବନଯାପନ କରିବାକୁ ନିମନ୍ତ୍ରଣ ହୋଇଅଛୁ !ଏହା ହିଁ ପ୍ରେରିତ ପାଉଲ କହନ୍ତି   ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କୁ  ଆମ୍ଭେମାନେ  ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ ଅଟୁ  !

ଆମ୍ଭର ପ୍ରଭୁଯୀଶୁଖ୍ରୀଷ୍ଟଙ୍କୁ ଆମ୍ଭ ଜୀବନ ଦ୍ଵାରା ହଠାତ ଆମ୍ଭର ସତକ୍ରିୟା ଦ୍ଵାରା ଦେଖାଇବା  ହିଁ, ସାକ୍ଷୀ ହୋଇ ଜୀବନଯାପନ କରିବା !ଆମ୍ଭମାନଙ୍କର କ୍ରିୟା ଦ୍ଵାରା ଯୀଶୁଙ୍କୁ କିପରି ଦେଖାଇ ପାରିବା  ? 

ବାପାଙ୍କ ରୂପରେ ପିଲାମାନଙ୍କ ଠାରେ ଦେଖା ଯିବା ଦ୍ଵାରା ତୁମ୍ଭର ବାପା ଇଏ କି ବୋଲି ପଚାରୁଛନ୍ତି !ସେତିକି ତ !ସେହିପରି ହିଁ ଆମର ପରମପିତା ରୂପରେ, ଆମେ କେନେଡ଼ି ବ୍ୟବହାର କରିଥିବା ସୁଗନ୍ଧ ଦ୍ରବ୍ୟ ଭଳି ତାଙ୍କର ଗୁଣ ଲକ୍ଷଣକୁ ଦେଖାଇବାକୁ ପଡିବ ! ସେତେବେଳେ ହିଁ ଆମ୍ଭେମାନେ ତାଙ୍କର ସାକ୍ଷୀ !ତାପରେ ପବିତ୍ର ଆତ୍ମାର ଅଭିଷେକ ଗ୍ରହଣ କରି, ପ୍ରଭୁଙ୍କର ସାକ୍ଷୀ ହୋଇ ଜୀବନଯାପନ କରିବାକୁ ହେବ !ପ୍ରେରିତ ପ୍ରଥମରେ କୁହାଯାଇଛି, ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ  ମୋହର ସାକ୍ଷୀ ହୋଇ ରହିବ !

ମୋର ପ୍ରିୟ ବନ୍ଧୁଗଣ, ଆଜିର ଦିନରେ ପୃଥିବୀରେ ଆମ୍ଭେ ହିଁ ଆମ୍ଭର ସାକ୍ଷୀ ଦ୍ଵାରା ଖ୍ରୀଷ୍ଟଙ୍କୁ ଏହି ଜଗତକୁ  ଦେଖାଇବାକୁ ହେବ !ଯେମିତି କି ସେହି ସୁଗନ୍ଧ ଦ୍ରବ୍ୟ ପ୍ରଜାମାନଙ୍କୁ ଆକର୍ଷଣ କରୁଛି, ସେହିପରି ଆମର ପବିତ୍ରତା, ଉତ୍ତମ ଭାଷା, ଦୟାଳୁ କ୍ରିୟା ଅନ୍ୟମାନଙ୍କୁ ଉଚ୍ଚାହ ହେଉଥିବା, ଏପରି ଗୁଣ ଓ ଲକ୍ଷଣ ଅନ୍ୟମାନଙ୍କ ହୃଦୟରେ ଯୀଶୁଖ୍ରୀଷ୍ଟଙ୍କୁ ଆଣିବା ପରି ରହିବା !ସୁଗନ୍ଧ ହୋଇ ବଂଚିବା !ଯୀଶୁ ରାଜାଙ୍କୁ ଦେଖାଇବା !
-    ଶ୍ରୀମତୀ ଜସ୍ମିନ ଶ୍ୟାମୂଏଲ 

ପ୍ରାର୍ଥନା କରନ୍ତୁ :-
ଓଡିଶା ରାଜ୍ୟର ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ପରିଧିରେ  ନୂତନ କ୍ଷେତ୍ର(ଫିଲଡ ) ଆରମ୍ଭ ହେବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet