Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-03-2021
Share:

By Village Missionary Movement

Tuesday, 23-Mar-2021

ଆଜିର ବାକ୍ୟ (Oriya) 23-03-2021

ଜ୍ୟୋତି ହୋଇ ରହିବା 

“ତୁମ୍ଭେମାନେ ଜଗତର ଜ୍ୟୋତିଃ। ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନ ପାରେ” - ମାଥିଉ 5:14

ଡାକ୍ତରମାନଙ୍କର ଭୁଲ ଚିକତ୍ସା ଯୋଗୁ ଜନ୍ମ ନେଇ ଛଅ ସପ୍ତାହ ପୁରିଥିବା ଫାନ୍ନି କ୍ରୋସପିଙ୍କର ଦୁଇଟି ଆଖି ଅନ୍ଧ ହୋଇ ଗଲା !ସେ ଗୋଟିଏ ଫୁଲର ବାସନା ଶୁଙ୍ଘି ଏହା କେଉଁ ଫୁଲ ଜାଣି ପାରିବାର ସାମର୍ଥ୍ୟ ଅଟେ !ପବିତ୍ର ବାଇବଲର ଅନେକ ଭାଗ ସେ ତାଙ୍କର ଆଇଙ୍କର ଦ୍ଵାରା ଘୁସି ଥିବା ଯୋଗୁ ତାହା ଦ୍ଵାରା ସେ ତାର ଆତ୍ମୀୟ ଜୀବନରେ ଆଗକୁ ବଡିବାକୁ ସାହାଯ୍ୟ ହୋଇଥିଲା !ସେ ତାର ପନ୍ଦର ବର୍ଷ ବୟସରେ ଆନ୍ତୁଲା  ସ୍କୁଲରେ ପ୍ରବେଶ କରି ଉତ୍ତମ ରୂପେ ଅଧ୍ୟୟଣ କରି, ସେଠାରେ ହିଁ ଜଣେ ସମର୍ପିତ ଅଧ୍ୟାପିକା ଭାବରେ କାର୍ଯ୍ୟ କଲା !ତାଙ୍କର ଜୀବନ ସାରା ପ୍ରଭୁଙ୍କର ମହିମା ନିମନ୍ତେ ସମର୍ପିତ ହୋଇ ଥିବା,  ଇଏ ଆଠ ହଜାରରୁ ଉର୍ଦ୍ଧ ଖ୍ରୀଷ୍ଟିଆନ ଗୀତଗୁଡିକୁ ରଚନା କରି, ସଂଗୀତ ଦେଇ, ଏକ ମହାନ ସଂଗୀତଜ୍ଞ ହୋଇ ଥିଲା !ଇଏ ଲେଖିଥିବା ଗୀତଗୁଡିକୁ ତାମିଲ ଭାଷାରେ ଅନୁବାଦ କରି ମଣ୍ଡଳୀରେ ଆଜି ପର୍ଯ୍ୟନ୍ତ ଗାଉଛନ୍ତି !ଦୁଇଟି ନୟନ ହରାଇ ଥିବା ଇଏ ଅନେକଙ୍କୁ ଅନେକ ପ୍ରକାରର ସାହାଯ୍ୟ କରି ଆଲୋକିତ  ଝିଅଟି ଭାବରେ  ଜୀବନଯାପନ କଲା !ଏହାଙ୍କର ଗୀତ ଦ୍ଵାରା ଅନେକ ଲୋକମାନେ ଯୀଶୁଙ୍କର ଆଲୋକକୁ ପହଂଚିଲେ !

ପବିତ୍ର ବାଇବଲରେ ଯୀଶୁଖ୍ରୀଷ୍ଟ ଯେରିଖୋକୁ ସମର୍ପଣ କଲା ବେଳେ ଜଣେ ଅନ୍ଧକୁ ଦେଖି ତାଙ୍କୁ ଚକ୍ଷୁ ଦୟା କରୁଛନ୍ତି !ଏହି ଅନ୍ଧ ପ୍ରଭୁଙ୍କର ଠାରୁ ଦୃଷ୍ଟି ପାଇଲା ପରେ ତାଙ୍କର ଘରକୁ ନ ଯାଇ, ନିଜର ପାଇ ନ ବଞ୍ଚି ଯୀଶୁଙ୍କୁ ଅନୁସରଣ କରି ତାଙ୍କ ନିମନ୍ତେ ଜ୍ୟୋତିରମୟ ପୁଅ ଭାବରେ ଜୀବନଯାପନ କରିବାକୁ ଆରମ୍ଭ କଲା !ଏହା ଦେଖି ଥିବା ଅନେକ  ଜନତା ପ୍ରଭୁଙ୍କର ମହିମା କଲେ!

ହଁ ମୋର ପ୍ରିୟ ବନ୍ଧୁଗଣ, ପୃଥିବୀକୁ ତାର ଆଖିରେ ଦେଖି ନ ପାରିବା ଫାନ୍ନି କ୍ରୋସପିଙ୍କୁ ଜଗତ ଆଚର୍ଯ୍ୟ  ହେଲା ଭଳି, ତାଙ୍କର ଜୀବନକୁ ଯୀଶୁ ଆଲୋକିତ କରିଥିଲେ !ରାସ୍ତାରେ ବସି ଭିକ୍ଷା କରୁ ଥିବା ଅନ୍ଧର  ଜୀବନକୁ ଦେଖି ଅନେକ ତାଙ୍କର ନିକଟରେ ଥିବା ଆଲୋକକୁ ଦେଖି ପ୍ରଭୁଙ୍କର ମହିମା କଲେ !ଏହି ଜଗତରେ ଅନେକ ଲୋକମାନେ ଆଜି ପର୍ଯ୍ୟନ୍ତ ଯୀଶୁଙ୍କ ଆଲୋକରେ  ଆଲୋକିତ ନ ହୋଇ ଜୀବନଯାପନ କରୁଛନ୍ତି !ପାପ, ଅଭିଶାପ, ରୋଗ, ଅଶ୍ରୁଳ, ନାମକ ଏହିପରି ଅନେକ ଅନ୍ଧକାରରେ ଦିନ ଦିନକୁ ମୃତ୍ୟୁବରଣ କରୁଛନ୍ତି !ଆମକୁ ଅନ୍ଧକାରରୁ  ଆଚର୍ଯ୍ୟ ରୂପର ଆଲୋକର  ପରିତ୍ରାଣ ଆଡକୁ କଢାଇ ନେବ, ତାହା ହେଉଛି ପ୍ରଭୁଙ୍କର ଆଲୋକ !ଆମ୍ଭେ ମଧ୍ୟ ଅନେକଙ୍କୁ ଆଲୋକକୁ କଢାଇ ଆଣିବା !ସେମାନଙ୍କୁ ଆଲୋକିତ ପିଲା ଭାବରେ ବଦଳାଇବା !ହାଲେଲୁଆ !
-    ଶ୍ରୀମତୀ ଶକ୍ତି ଶଙ୍କର ରାଜ 

ପ୍ରାର୍ଥନା କରନ୍ତୁ :-
ଓଡିଶାର ନାରାୟଣପାଟଣା ପକ୍ଷରେ ସେବାରେ ଦାଇତ୍ୱବାଣ ସେବକ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet