Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-03-2021
Share:

By Village Missionary Movement

Wednesday, 24-Mar-2021

ଆଜିର ବାକ୍ୟ (Oriya) 24-03-2021

ସମସ୍ତ ମଙ୍ଗଳ ସାଧନ ସକାଶେ 

“ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ ।“ - ରୋମୀୟ 8:28

ଚୀନ ଦେଶରେ ପ୍ରଭୁଙ୍କର ଅନୁସରଣ କରି ଗୋଟିଏ ପରିବାର ବାସ କରି ଆସୁଥିଲେ !ତାଙ୍କର ଘରେ ଯାହା ହେଲେ ମଧ୍ୟ, ଇଶ୍ୱର ଯାହା କରନ୍ତି  ତାହା ଆମର ମଙ୍ଗଳ ସକାଶେ ବୋଲି କହନ୍ତି !ଗୋଟିଏ ଦିନରେ ତାଙ୍କରି ଘରେ ଥିବା ଏକବୋଲି ଗୋଟିଏ ଘୋଡା ହଜିଗଲା !ଏହାକୁ ମଧ୍ୟ ସେମାନେ ସେହି ଉତ୍ତର ଦେବେ ବୋଲି ପଡୋଶୀମାନେ ହାସ୍ୟାସ୍ପଦ କରୁଥାନ୍ତି !କିଛି ଦିନ ପରେ ସେହି ଘୋଡା ଆଉ ଚାରୋଟି ଘୋଡାକୁ ଧରି ବାହୁଡ଼ି ଆସିଲା !ସମସ୍ତେ ଆଚର୍ଯ୍ୟ ହୋଇଗଲେ !ଗୋଟିଏ ଦିନରେ ଏକ ବଣୁଆ ଘୋଡାଟି ତାଙ୍କର ଘରର ଯୁବକକୁ ଲାତ ମାରିବା ଦ୍ଵାରା ତାର ଗୋଡ଼ ଭାଙ୍ଗିଗଲା ! ଏହାମଧ୍ୟ ମଙ୍ଗଳ ସକାଶେ କହିବେ ବୋଲି କେହିବି ପଚାରିବାକୁ ବି  ତାଙ୍କର ଘରକୁ ଗଲେ ନାହିଁ !ଏହି ପରିସ୍ଥିତିରେ ଚୀନ ଦେଶରେ ଯୁଦ୍ଧରେ ଅଂଶଗ୍ରହଣ କରିବାକୁ ସମସ୍ତ ଯୁବକମାନଙ୍କୁ ବାଧ୍ୟ କରି ନିଆଗଲା !ଗୋଡ଼ ଭାଙ୍ଗି ଯାଇଥିବା ଯୋଗୁ, ଖଟରେ ପଡି ଥିବା ଏହାଙ୍କୁ ଛାଡିକି ଚାଲିଗଲେ !କିଛି ଦିନ ଭିତରେ ଯୁଦ୍ଧ ଶେଷ ହୋଇ ଯିବା ପରିସ୍ଥିତିରେ,  ସେହି ଗ୍ରାମରୁ ଯାଇଥିବା ସମସ୍ତ ଯୁବକ ମୃତ୍ୟୁବରଣ କରିଥିବା ସମ୍ବାଦ ଆସିଲା !ସେହି ଗାଁଟି ପୂରା ଶୋକରେ ବୁଡି ରହିଲା, ଦୁଃଖରେ ବୁଡି ରହିଲା, କେବଳ ଏହି ଜଣେ ଯୁବକ ହିଁ ବଳକା ରହିଲା !

ବାଇବଲରେ ସେହିପରି ପ୍ରଭୁଙ୍କୁ ପ୍ରେମ କରିବା ଲୋକଙ୍କୁ ମଙ୍ଗଳ ସାଧନ ନିମନ୍ତେ ସମସ୍ତ ହେଉଅଛି ବୋଲି ଏହା ଆମକୁ କହୁଛି !କିଏ ପ୍ରଭୁଙ୍କ ନିକଟରେ ବହୁତ ପ୍ରେମ କରନ୍ତି, ପରମେଶ୍ୱରଙ୍କୁ ବିଶ୍ୱାସ କରି, ତାଙ୍କ ନିକଟରେ ସମସ୍ତ ଭରସା ରଖି, ତାଙ୍କରି ନିମନ୍ତେ ଯାହାବି ଦେବା ସକାଶେ ତ୍ୟାଗ କରିବାକୁ ସିଦ୍ଧତା ଅଛନ୍ତି, ସେମାନଙ୍କୁ ହିଁ ପରମେଶ୍ୱର ପ୍ରେମ କରନ୍ତି !ପରମେଶ୍ୱରଙ୍କର ଆଜ୍ଞାକୁ ଏବଂ ପରମେଶ୍ୱରଙ୍କର ବାକ୍ୟକୁ ଲଙ୍ଗନ କରନ୍ତି, ସମସ୍ତଙ୍କୁ ସମସ୍ତ ପରିସ୍ଥିତିରେ ମଙ୍ଗଳ କରି ଆସୁଥିବା ଲୋକେ ହିଁ ପରମେଶ୍ୱରଙ୍କର ପ୍ରେମକୁ ବୁଝି ପାରିବା ବ୍ୟକ୍ତି !ପରମେଶ୍ୱର ତାଙ୍କ ଉପରେ ଦେଖାଉ ଥିବା ପ୍ରେମକୁ ଅନ୍ୟମାନେ ମଧ୍ୟ ବୁଝିପାରିବା ପରି ସତ୍ୟ ପ୍ରେମକୁ ଦେଖାଇବା ବ୍ୟକ୍ତି, ପରମେଶ୍ୱରଙ୍କୁ ପ୍ରେମ କରିବା ବ୍ୟକ୍ତି ବୋଲି ଡକା ଯିବେ !

ମୋର ପ୍ରିୟ ବନ୍ଧୁଗଣ, ପରମେଶ୍ୱରଙ୍କୁ ପ୍ରେମ କରିବା ଲୋକଙ୍କୁ ସମସ୍ତ ମଙ୍ଗଳ ସାଧନ ସକାଶେ ଏକତ୍ରିତ ହୁଏ !ଏହାକୁ ଆମେ ଆରମ୍ଭରେ ଆମର ବୁଦ୍ଧି ଦ୍ଵାରା ବୁଝି ପାରିବା ନାହିଁ !ମାତ୍ର ପରମେଶ୍ୱରଙ୍କୁ ବିଶ୍ୱାସ କରି, ତାଙ୍କୁ ହିଁ ଅନୁସରଣ କରି ରହିଥିବା ବେଳେ, ଶେଷରେ ତାହା ଆମକୁ ଅର୍ଥ  ହୁଏ !ଅପଣଂକ ଜୀବନରେ ମଧ୍ୟ ମଙ୍ଗଳ ବାଧାପ୍ରାପ୍ତ ଦ୍ଵାରା ବନ୍ଦ ହେଲା ପରି ଦେଖା ଯାଇପାରେ !ଏହା କାହିଁକି ହୋଇନାହିଁ ବୋଲି ବିଚଳିତ ହୋଇପାର !ଗୋଟିଏ ନିଚୟ, ପରମେଶ୍ୱରଙ୍କୁ ବିଶ୍ୱାସ କରି, ତାଙ୍କୁ ହିଁ ଅନୁସରଣ କରି,  ତାଙ୍କ ନିକଟରେ ହିଁ ଭରସା ରଖି   କାର୍ଯ୍ୟଗୁଡିକ ପୂର୍ଣ୍ଣ ହେବାକୁ ଅପେକ୍ଷାରେ ରହିଥିବା ବ୍ୟକ୍ତିମାନଙ୍କୁ  ଜୀବନରେ ସମସ୍ତ ପରମେଶ୍ୱର ମଙ୍ଗଳ ସାଧନରେ ହିଁ ଶେଷ କରିବେ !ଆମେନ !
-    ସି. ପାଲ ଯାବାଷ୍ଟିନ ରାଜ 

ପ୍ରାର୍ଥନା କରନ୍ତୁ :-
ପଞ୍ଜାବ ରାଜ୍ୟରେ ସ୍ଥଗିତ ହୋଇ ଥିବା ସେବାକାର୍ଯ୍ୟ  ଆଉଥରେ ପ୍ରାରମ୍ଭ ହେବା  ସକାଶେ  ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet