Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 25-03-2021
Share:

By Village Missionary Movement

Thursday, 25-Mar-2021

ଆଜିର ବାକ୍ୟ (Oriya) 25-03-2021

ପଡୋଶୀ 

“ସେମାନେ ବେଡ଼ିରେ ତାହାର ଚରଣକୁ ଦୁଃଖ ଦେଲେ; ସେ ଲୌହ ଶୃଙ୍ଖଳରେ ରଖାଗଲା;” - ଗୀତସଂହିତା 105:18

ଯେମସ ନାମକ ଜଣେ ଯୁବକ ଥିଲା !ତାହାଙ୍କର କେହିବି ନ ଥିଲେ !ପ୍ରଭୁଙ୍କର ବିଷୟରେ ବହୁତ କିଛି ତାକୁ ଜଣା ନାହିଁ !ପ୍ରତିଦିନ ମଧ୍ୟାହ୍ନ ଭୋଜନ ସମୟରେ ପାଖରେ ଥିବା ଦେବାଳୟକୁ ଯାଇ ଯୀଶୁ ବାପା ମୁଁ ଯେମସ ଆସିଅଛି ବୋଲି କହି ଫେରି ଯାଏ !ଏପରି ପ୍ରତିଦିନ ସତ୍ୟତାରେ ମନ ଦେଇ କରି କି ଆସୁଥାଏ !ଗୋଟିଏ ଦିନରେ କାମକୁ ଯିବା ସମୟରେ ହଠାତରେ ଅକସ୍ମାତ ଆଘାତ ଯୋଗୁ ତାର ଗୋଡ଼ରେ ବଡ଼ ଆଘାତ ହେଲା !ତେଣୁ ପାଖରେ ଥିବା ଲୋକମାନେ ତାଙ୍କୁ ଧରି ନେଇ ଡାକ୍ତରଖାନାରେ ଭର୍ତ୍ତି କଲେ !ସରକାରଙ୍କ ଡାକ୍ତରଖାନାରେ ମଧ୍ୟାହ୍ନ ଭୋଜନ ପାଖରେ ଥିବା ମେଜ ବ୍ୟବହାର ନିମନ୍ତେ ତାଙ୍କ ସକାଶେ ଦିଆଗଲା !ତାର ହୃଦୟ ସେହି ଦେବାଳୟ ଆଡକୁ ଗତି କଲା !ଏହି ସମୟରେ ମୁଁ ଯୀଶୁଙ୍କୁ ଦେଖିବା ପାଇ ଯାଉ ଥିଲି, ମାତ୍ର ଆଜି ମୁଁ ଯାଇ ପାରିଲି ନାହିଁ ବୋଲି ଭାବନା ଆସିବାରୁ ସେ ଆଖି ବନ୍ଦ କଲା !ସେ ରହିଥିବା କୋଠରୀ ସବୁ ଏକ ଆଲୋକରେ ପ୍ରକାଶିତ ହେଲା, ସେଥିରୁ ଗୋଟିଏ ରବ ଶୁଭିଲା, ଯେମସ, ମୁଁ ଯୀଶୁଖ୍ରୀଷ୍ଟ ଆସିଅଛି !ସଂଗେ ସଙ୍ଗେ ତାଙ୍କ ଠାରେ ଆନନ୍ଦ ଆସିଲା !ସେହି କ୍ଷଣି ସମ୍ପୂର୍ଣ ଆରୋଗ୍ୟ ଲାଭ କଲା !ତାର ଦର୍ଶନରେ ଚକ୍ଷୁ ଖୋଲି ଗଲା !

ବାଇବଲରେ ସାମୂଏଲଙ୍କର ବିଷୟରେ ପଡ଼ୁ ଅଛୁ !ସେ ବାଳକ ଅବସ୍ଥାରୁ ହିଁ ଦେବାଳୟକୁ ଅଣା ଯାଇଥିଲା, ସେଠାରେ ହିଁ ବଢ଼ି ଥିଲା !ସେ ପରମେଶ୍ୱରଙ୍କ ଓ ମଣିଷମାନଙ୍କ ସଂକଳ୍ପ ଅନୁସାରେ  ଜୀବନ ଯାପନ କରି ଆସିଲା !ପରମେଶ୍ୱରଙ୍କର କାର୍ଯ୍ୟଗୁଡିକ ସତ୍ୟରେ କରି ଆସିଲା !ପରମେଶ୍ୱର ତାଙ୍କୁ ଖୋଜି ଖୋଜି ଆସି ସାମୂଏଲ, ସାମୂଏଲ ବୋଲି ନାମ ଧରି ଡାକିଲେ !ହଁ ସେ ତାଙ୍କୁ ସତ୍ୟରେ ଖୋଜିବା ଲୋକଙ୍କୁ ଖୋଜିକି ଆସିବା ଇଶ୍ୱର !

ହଁ ଯୀଶୁଖ୍ରୀଷ୍ଟଙ୍କୁ ଆମେ ଖୋଜିକି ଯିବା ଆବଶ୍ୟକ ନାହିଁ !ସେ ଆମ୍ଭମାନଙ୍କୁ ଖୋଜି ଆସିବ !ଆମ୍ଭ ଠାରେ ହିଁ ରହିବେ !ଆମ୍ଭର ନାମ ଧରି ଆମକୁ ଡ଼ାକିବ !ସତ୍ୟତାରେ ପ୍ରେମ କରିବା ଲୋକଙ୍କ ନିକଟତ୍ତମ ହୋଇରହିବ !ଆପଣମାନେ ଏକଲା ରହିଥିବା ବେଳେ, ଆଦରଣ ନ ରହି ଥିବା ବେଳେ  ପରମେଶ୍ୱରଙ୍କୁ ସତ୍ୟରେ ଡାକିଲେ, ଆପଣଙ୍କ ରବକୁ ଶୁଣି ଯେଉଁଠି, କେମିତି ପରିସ୍ଥିତିରେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ, ଆପଣଙ୍କୁ ମୁକ୍ତି କରିବାକୁ ସେ ଆସିବ !ଆଜି ହିଁ ତାଙ୍କୁ ଡ଼ାକିବ କି ? ନିଚୟ ସାହାଯ୍ୟ କରିବ ଓ ଉତ୍ତର ଦେବ !
-    ଶ୍ରୀମତୀ ବାକସାଳ ସୁଖଦେବ 

ପ୍ରାର୍ଥନା କରନ୍ତୁ :-
ରାଖଲାଇନ ବାଇବଲ କଲେଜରେ ଉତ୍ତର ଭାରତ ଦେଶରୁ ନୂତନ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet