Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-10-2023
Share:

By Village Missionary Movement

Sunday, 22-Oct-2023

ଆଜିର ବାକ୍ୟ (Oriya) 22-10-2023

 

ସୁସମାଚାର ଘୋଷଣା କରବା ଉଚିତ 

 

“ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର!” – ମାର୍କ ୧୬:୧୫

 

ରବର୍ଟ ମାମୁଁ ଜଣେ ମହାନ ବ୍ୟବସାୟୀ ଅଟେ ! ସେ ଗରିବମାନଙ୍କୁ ସାହାଯ୍ୟ କରିବା ଉତ୍ତମ ମନ ଥିବା ବ୍ୟକ୍ତି ଅଟେ !ତାହାଙ୍କ କମ୍ପାନୀରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ, ତାହାଙ୍କ ପରିବାରର ବନ୍ଧୁମାନଙ୍କୁ ଯାହାକୁ ହେଉ ଯେକୌଣସି ଅସୁବିଧା ହେଲେ ସଙ୍ଗେସଙ୍ଗେ ଦୌଡି ଯାଇ ସାହାଯ୍ୟ କରନ୍ତି !

 

ସେ ଦିନେ ଶୋଇଥିବା ବେଳେ ରବର୍ଟ ମାମୁଁଙ୍କ ସ୍ବପ୍ନରେ ସ୍ୱର୍ଗ ଓ ନର୍କ ବିଷୟରେ ଏକ ଛବି ଅସିଲା ! ସେହି ସ୍ବପ୍ନରେ ପୃଥିବୀରେ ଥିବା ସବୁ ମଣିଷ ଚଡୁଥିବା ବ୍ୟକ୍ତି ଭାବରେ ଥାଆନ୍ତି ଏବଂ ଅନ୍ୟ ଏକ ଦୋଳ ଜନତା ଧାଡିରେ ଠିଆ ହୋଇ ଅଛନ୍ତି !ସେତେବେଳେ ଏକ ଦୂତ ଏକ ବଡ଼ ପୁସ୍ତକକୁ ଓଲଟାଇ ଦେଖୁଛି !ସେହି ପୁସ୍ତକରେ ନାମ ନଥିବା ବ୍ୟକ୍ତି ବାମପଟେ ଓ ଡାହାଣ ପଟେ ପଠାଉଛି ! ବାମ ପଟେ ଜ୍ୱଳନ୍ତ ଅଗ୍ନି ଓ ଡାହାଣ ପଟେ ଧଳାବର୍ଣ୍ଣ ପଥର ସଦୃଶ୍ୟ ସ୍ୱର୍ଗ ରାଜ୍ୟ ଭବନ ଅଛି ! ଏହି ଧାଡିରେ ରବର୍ଟ ମାମୁଁଙ୍କ କମ୍ପାନୀରେ ଚାକିରୀ କରିଥିବା ରାମ ଠିଆ ହୋଇଛି !ସେ ରବର୍ଟ ଡାହାଣ ପଟେ ଯିବାକୁ କହିଲା, କିନ୍ତୁ ରାମକୁ ଦୂତ ବାମପଟେ ପଠାଇଲା ! ରାମ ଭୟରେ ଥରିଥରି କହିଲା, ମୁଁ ସେହି ଜ୍ୱଳନ୍ତ ଅଗ୍ନିକୁ ଯିବିନାହିଁ, ମୋତେ ସେଠାକୁ ପଠାଇବା ଉଚିତ ନୁହେଁ !ଯଦି ସେହିପରି ହେଲେ ଗୋଟେ କାମ କର, ସେଠାରେ ଠିଆ ହୋଇଥିବା ମୋ ମାଲିକ ରବର୍ଟଙ୍କୁ ମଧ୍ୟ ସେହି ଜ୍ୱଳନ୍ତ ଅଗ୍ନିକୁ ପଠାଅ ! ସେ ଜଣେ ଖ୍ରୀଷ୍ଟିଆନ ହୋଇ, ମୋତେ ଯୀଶୁଙ୍କ ବିଷୟରେ କହି ନାହାନ୍ତି !ନର୍କ ଓ ସ୍ୱର୍ଗ ଅଛି ବୋଲି ଏବଂ ତାହା ଜ୍ୱଳନ୍ତ ଅଗ୍ନି ବୋଲି କହି ନାହାନ୍ତି !ଯଦି କହିଥାନ୍ତି ତେବେ ମୁଁ ପରିବର୍ତ୍ତନ ହୋଇଥାନ୍ତି, ଏହା କହି ଚିତ୍କାର କରି କାନ୍ଦିଲା !ଏପରି କ୍ରନ୍ଦନ କରିବା ସ୍ୱର ଶୁଣି ରବର୍ଟ ମାମୁଁ ଅବାକ ହୋଇ ନିଦରୁ ଉଠିଗଲା !ତେବେ ହିଁ ସେ ଜାଣିପାରିଲା ଆମେ ଅନ୍ୟମାନଙ୍କୁ ଯେତେ ସାହାଯ୍ୟ କଲେ ସୁଧା, ସେମାନଙ୍କ ଠାରୁ ଖ୍ୟାତି ଅର୍ଜନ କଲେ ସୁଧା, ସେମାନଙ୍କୁ ଥରେ ମଧ୍ୟ ଯୀଶୁଙ୍କ ବିଷୟରେ କହିନାହିଁ !ମୁଁ ବହୁତ ବଡ଼ ଭୁଲ କଲି ବୋଲି ଜାଣିପାରି, ସେଦିନରୁ ତାଙ୍କ କମ୍ପାନୀରେ କାର୍ଯାରତ ସମସ୍ତଙ୍କୁ ଯୀଶୁବାପାଙ୍କ ବିଷୟରେ କହିଲା !

 

କ'ଣ ପିଲାମାନେ,କେବଳ ତୁମେ ହିଁ ଭଲପିଲା ହୋଇରହି ସ୍ୱର୍ଗରାଜ୍ୟକୁ ଗଲେ ଯଥେଷ୍ଟ କି ?ତୁମ୍ଭ ସହପାଠୀଗଣଙ୍କୁ ତୁମେ ସାହାଯ୍ୟ କରିବା ଉଚିତ !କିନ୍ତୁ ଯୀଶୁବାପାଙ୍କ ବିଷୟରେ କିଏ କହିବ ? ତୁମ ଗ୍ରାମରେ ଥିବା ସମସ୍ତେ ସ୍ୱର୍ଗରାଜ୍ୟ ଯିବା ଉଚିତ ତ ? ତେଣୁକରି ସେହି ରବର୍ଟ ମାମୁଁଙ୍କ ସଦୃଶ୍ୟ ଆଜିଠୁ ଜାଣିଥିବା ସମସ୍ତଙ୍କୁ ଯୀଶୁଙ୍କ ବିଷୟରେ କହିବାକୁ ଭୁଲନ୍ତୁ ନାହିଁ !କହିବ କି ? ଓକେ !!

- ଶ୍ରୀମତୀ ଆନିତା ଆଲ୍ଲାଗାରି ସ୍ୱାମୀ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş cratosroyalbet realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom