By Village Missionary Movement
Friday, 26-Mar-2021ଆଜିର ବାକ୍ୟ (Oriya) 26-03-2021
ପ୍ରାର୍ଥନା କରିବା
“ଯଦି ତୁମ୍ଭେମାନେ ମୋ'ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ।“ - ଯୋହନ 15:7
ଉଯୋଗିର ଯୋଧା ଯୋହନ ୱେସଲି ଯୁଗରେ ସେହି ଦେଶରେ ପରମେଶ୍ୱରଙ୍କୁ ଭକ୍ତି ଥିବା କିଛି ଭାଇମାନେ ମିଶି ଗାଁ ବାହାରେ ଥିବା ପଡିଆରେ ପ୍ରାର୍ଥନା କରିବାର ଅଭ୍ୟାସ ଥିଲା !ତାହା ସେମାନଙ୍କୁ ପରମେଶ୍ୱର ଦର୍ଶନ ଦେଇ, ପ୍ରାର୍ଥନା କରିବା ନିମନ୍ତେ ବ୍ୟବହାର ସ୍ଥାନ ଭାବରେ ଥିଲା !ସେହି ସ୍ଥାନରେ ପ୍ରଭୁଙ୍କର ପ୍ରସନ୍ନତା ଓ ମହିମା ଅଗଣିତ ଭାବରେ ରହିବା, ବିଶେଷ ଭାବରେ ଏକ ସ୍ବର୍ଗୀୟ ଅନୁଭବରେ ସେ ଚଲାଇବା ଭଳି ୱେସଲି ସେହି ଭାଇମାନଙ୍କ ଦ୍ଵାରା, ଅନେକ ସାକ୍ଷୀ ଦ୍ଵାରା ଶୁଣିଲା !ହେଲେ ମଧ୍ୟ ଏହି ସମସ୍ତକୁ ବିଶ୍ୱାସ କଲା ନାହିଁ !ଅନ୍ୟ ଦିନମାନଙ୍କରେ ସେ ପରମେଶ୍ୱରଙ୍କ ସ୍ବର୍ଷରେ ଆସି ପରିତ୍ରାଣର ଅନୁଭବକୁ ଆସିବା ପରେ, ତାହାର ଗୋଡ଼ ତାଙ୍କ ଅଜଣାତରେ ସେହି ପ୍ରାର୍ଥନା ସ୍ଥାନ ନିକଟକୁ ଧାଇଲା !ସେହି ସ୍ଥାନରେ କିଛି ବର୍ଷ ପର୍ଯ୍ୟନ୍ତ ଅନେକ ପରମେଶ୍ୱରଙ୍କର ପିଲାମାନେ ଚିରନ୍ତଣ ପ୍ରାର୍ଥନା କରି ଆସୁ ଥିବା ଯୋଗୁ ଦୈବିକ ପ୍ରସନ୍ନତା ସେହି ସ୍ଥାନରେ ଭରି ରହିଥିବା ପରି, ସେହି ପ୍ରସନ୍ନତା ଯୋଗୁ ସେ ଶୀଘ୍ର ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାର ବୁଝି ପାରିଲା !
ଦାଉଦ ରାଜା ପ୍ରଭୁଙ୍କର ଦେବାଳୟ ନିର୍ମାଣ କରିବାକୁ ଏକ ବିଶେଷତ୍ୱ ସ୍ଥାନରେ ବାଛିନେଲା !ସେଇ ସ୍ଥାନ ହିଁ ଦେବଦୂତ ତାଙ୍କୁ ପୂର୍ବରୁ ଦର୍ଶନ ଦେଇ ଥିବା ସ୍ଥାନ !ତେଣୁ ସେହି ଜାଗାକୁ ଦାଉଦ ପରମେଶ୍ୱରଙ୍କର ନିମନ୍ତେ ଦେବାଳୟ ନିର୍ମାଣ କରିବାକୁ ମନୋନୀତ କରି, ପ୍ରତିଷ୍ଠା କଲା !ଆମର ପ୍ରଭୁଯୀଶୁଖ୍ରୀଷ୍ଟ ପିତାଙ୍କ ଠାରେ ନିରୋଳାରେ ପ୍ରାର୍ଥନା କରିବାକୁ ଗୋଟିଏ ସ୍ଥାନ ଓ ସମୟ ନିର୍ଣ୍ଣୟ କରିଥିଲେ !ସେ ଓଳିଭା ପର୍ବତର ଗେତସମୋନି ବଗିଚାରେ ଏବଂ ଅରଣ୍ୟର ଏକ ପ୍ରାନ୍ତରେ ତାଙ୍କ ନିମନ୍ତେ ପ୍ରାର୍ଥନାର ସ୍ଥାନ ଭାବରେ ନିର୍ଣ୍ଣୟ କରିଥିଲେ !ଏଠାରେ ଏକୋଲା ଭାବରେ, ଶିଶ୍ୟମାନଙ୍କ ସହିତ, ଅନ୍ଧାର ହୋଇ ଥିବା ବେଳେ ହିଁ ରାତି ସାରା ପ୍ରାର୍ଥନା କରୁଥାନ୍ତି !ସେହି ବେଳାରେ ପିତାଙ୍କର ଇଚ୍ଛାକୁ ସଂପୂର୍ଣ୍ଣ ଭାବରେ ପୂର୍ଣ୍ଣ କରି ଶେଷ କରିବାକୁ ଦରକାର ଥିବା ପରମେଶ୍ୱରଙ୍କର ଶକ୍ତି ଧଉର୍ଯ୍ୟ ସହ ପାଇ ପାରିଲା !
ଏହା ପାଠ କରୁଥିବା ମୋର ପ୍ରିୟ ବନ୍ଧୁଗଣ, ଆପଣଙ୍କ ଜୀବନରେ ମଧ୍ୟ ପ୍ରାର୍ଥନା କରିବାକୁ ଏକ ସ୍ଥାନକୁ ନିର୍ଣ୍ଣୟ କରନ୍ତୁ !ସେହି ସ୍ଥାନରେ ଶକ୍ତି ଅଛି ବୋଲି କହି ନାହିଁ, ବ୍ୟବହାର କରି ପ୍ରାର୍ଥନା କରିବା ସ୍ଥାନରେ ପରମେଶ୍ୱର ଆମକୁ ଦର୍ଶନ ଦେବାକୁ ଆସି ଯିବେ !ତେଣୁ ପରମେଶ୍ୱରଙ୍କର ପ୍ରସନ୍ନତା, ତାଙ୍କରି ମହିମା ବହୁଳ ଭାବରେ ଶକ୍ତିର ସହିତ ଅନୁଭବ କରିପାରିବା !ତେଣୁ ଚୁମ୍ବକ ଥିବା ସ୍ଥାନରେ ତାର ଚାରିପଟେ ଆକର୍ଷଣ ଶକ୍ତି ରହିଥିବ !ସୁଗନ୍ଧ ଫୁଲ ବିକା ଯାଉଥିବା ସ୍ଥାନରେ ବାସନା ଶୁଭାଶୀତ ହେଉ ଥାଏ !ତଦୃପ ପରମେଶ୍ୱରଙ୍କର ପିଲାମାନେ ମିଶି ପ୍ରାର୍ଥନା କରିବା ସ୍ଥାନରେ ପରମେଶ୍ୱରଙ୍କର ପ୍ରସନ୍ନ ଓ ମହିମା ଅଗଣିତ ଭାବରେ ଓଲାଇ ଆସିବ !ହାଲେଲୁଆ !
- ଏମ. ଯୋହନ
ପ୍ରାର୍ଥନା କରନ୍ତୁ :-
ମୋକ୍ଷ ପ୍ରାୟାଣାମ ପତ୍ରିକା ଇଂରାଜୀ, ତେଲୁଗୁ ଓ ହିନ୍ଦୀ ଭାଷାରେ ମୁଦ୍ରଣ କରିବା ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.