Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-10-2023
Share:

By Village Missionary Movement

Monday, 30-Oct-2023

ଆଜିର ବାକ୍ୟ (Oriya) 30-10-2023

 

ଜାଗି ରୁହ

 

“କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ; ଆମ୍ଭେ ଦେଶୀୟମାନଙ୍କ ମଧ୍ୟରେ ଉନ୍ନତ ହେବୁ, ଆମ୍ଭେ ପୃଥିବୀରେ ଉନ୍ନତ ହେବୁ !” - ଗୀତସଂହିତା ୪୬:୧0

 

ବିମଳନ ଦୁଇ ଚକିଆ ଯାନରେ ଯିବାବେଳେ ତଳେ ପଡିଯିବାରୁ ଗୋଡ଼ରେ ଆଘାତ ହୋଇ, ଚାଲି ନପାରିବା ଅବସ୍ଥାରେ, ଦୁଇଜଣଙ୍କ ସାହାଯ୍ୟରେ ଜଣେ ହାଡ଼ ବିଶେଷଜ୍ଞ ନିକଟକୁ ଗଲା !ସେ ଭାବିଲା କି, ମୁଁ ବହୁତ କଷ୍ଟରେ ଯିବା ହେତୁ, ଡାକ୍ତର ସଙ୍ଗେସଙ୍ଗେ ମୋତେ ଚିକିତ୍ସା କରିବେ !କିନ୍ତୁ ତାଙ୍କୁ ନର୍ସ ପ୍ରାଥମିକ ଚିକିତ୍ସା କରି, ନାମ, ବୟସ, ଫୋନ ନମ୍ବର ପଚାରି, ଏହାକୁ ଲେଖି ହାତରେ ଗୋଟିଏ ଟୋକନ ଧରାଇ ଦେଲା !ବିମଳନ ଟୋକନ ଦେଖି ବିଚଳିତ ହୋଇଗଲା !କାହିଁକିନା ଟୋକନ ନମ୍ବର-୩୩ ଥିଲା !ଦୁଇ ଘଣ୍ଟା ଅପେକ୍ଷା ପରେ କେବଳ କୋଡିଏ ନମ୍ବର ହିଁ ଅସିଲା !ବିମଳନ ଅପେକ୍ଷା କରିନପାରି, କହିଲା, ମୁଁ ବହୁତ ସାଙ୍ଘାତିକରେ ଆସିଛି, ବଥାରେ ଆସିଛି, ଡାକ୍ତର ଆସି ନଦେଖି ଏପରି ବସାଇ ଦେଇଛି କହି କାନ୍ଦିଲା ! ତୁମେ ସହନଶୀଳ ଥିଲେ ଡାକ୍ତରଙ୍କ ଉତ୍ତମ ଚିକିତ୍ସା ପାଇଆସେ !ବେଦନା ପରିବର୍ତ୍ତନ ହୋଇ, ତୁମେ ଶାନ୍ତିରେ ରହିଆସେ !ଜାଗି ରୁହ, ସହନଶୀଳରେ ରୁହ, ସୁସ୍ଥତା ପାଇବ, ଏପରି କାନ୍ଥରେ ଲେଖାଥିବା ଏକ ଛାପାକୁ ଜଣେ ଭଦ୍ର ଦେଖାଇ ଦେଲେ !

 

ଆଜିର ବ୍ୟସ୍ତବହୁଳ ପୃଥିବୀରେ ବ୍ୟସ୍ତରେ ଜୀବନରେ ଅପେକ୍ଷାରେ କରିବା, ଶାନ୍ତିରେ ରହିବା, ଅନେକଙ୍କ ଠାରେ ନାହିଁ !ଡାକ୍ତର ନିମନ୍ତେ, ବସ ନିମନ୍ତେ, ଟ୍ରେନ ନିମନ୍ତେ ଜୀବନରେ ଅପେକ୍ଷାରେ ଅଛନ୍ତି !କିନ୍ତୁ ଶାନ୍ତି ନାହିଁ, ବଚସା କରୁଛନ୍ତି !କିନ୍ତୁ ଆତ୍ମୀୟ ଜୀବନରେ ଜାଗି ରହିବା ଲୋକଙ୍କ ଠାରେ ନାହିଁ !ଇଶ୍ରାଏଲ ଜନତା ମିଶରରୁ କାଣାନ ନିକଟକୁ ଆସିବା ବେଳେ ଗୋଟିଏ ପଟେ ସୁପ ସାଗର, ଆରପଟେ ଫାରୋଙ୍କ ସୈନିକ ଥିବାବେଳେ, ପରମେଶ୍ୱରଙ୍କ ନିକଟକୁ ଯିବାବେଳେ, ତୁମ୍ଭେ ଜାଗି ରହି, ପରମେଶ୍ୱର ତୁମ୍ଭ ନିମନ୍ତେ କରୁଥିବା କାର୍ଯ୍ୟକୁ ଓ ପରିତ୍ରାଣକୁ ଦେଖ !ଷ୍ଟାଣ୍ଡଷ୍ଟିଲ ନାମକ ଇଂରାଜୀ ବାଇବଲରେ ଅଛି !ଆଉ ସ୍ଥିର ରହି, ବର୍ତ୍ତମାନ କ'ଣ କରିବା ଉଚିତ ନଜାଣି ଥିଲାପରି ସ୍ୱାର୍ଥ ରୂପେ କିଛି ନକରି,ନିଜେ କିଛି ନକରି ରୁହନ୍ତୁ ବୋଲି ମୋଶା ବାଡ଼ି ପ୍ରସାରିବା କ୍ଷଣି ରାସ୍ତା ପାଇଲେ,ରାସ୍ତା ପାର ହୋଇଗଲେ !କେବଳ ସେତିକି ନୁହେଁ ଆଜି ଦେଖୁଥିବା ମିଶରକୁ ଆଉ କେବେ ଦେଖିବ ନାହିଁ ବୋଲି କହିଥିବା ଶପଥ ତାଙ୍କ ଚଷୁ ସାମନାରେ ସଫଳ ହେଲା !

       

ପ୍ରିୟ ବନ୍ଧୁଗଣ, ଜାଗି ରହିବା ଆମର ଅନିଚ୍ଛା ହୋଇଥାଇପାରେ !କିନ୍ତୁ ଏତେ ଦିନ ଜାଗି ରହିଲି ପାଇଲି ନାହିଁ କହି, ନିଜର ଚେଷ୍ଟା ନକରି, ଅବା ବଚସା ନକରି ରୁହ !ଆଜି ସେହି ସମସ୍ୟାର କାର୍ଯ୍ୟକୁ ବନ୍ଦକରି, ଡେରିହେଲେ ସୁଧା ମୋ ନିମନ୍ତେ ପରମେଶ୍ୱରଙ୍କ ଯୋଜନା ମୋଠାରେ ସଫଳ ହେବ ବୋଲି ବିଶ୍ୱାସରେ ଜାଗି ରୁହ !ଇଶ୍ୱର ତୁମ୍ଭ ପ୍ରତି ରଖିଥିବା ଯୋଜନାକୁ ତୁମ୍ଭ ମାଧ୍ୟମରେ ହିଁ ସଫଳ କରିବେ !

- ଶ୍ରୀମତୀ ଆନଭୁଜ୍ୟୋତି ଷ୍ଟାଲିନ

 

ପ୍ରାର୍ଥନା ଅନୁରୋଧ :- 

"ଯୀଶୁଙ୍କ ନିମନ୍ତେ "ନାମକ ପ୍ରାର୍ଥନା ସେଵାକାର୍ଯ୍ୟରେ ଅନେକେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet