Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-03-2021
Share:

By Village Missionary Movement

Saturday, 27-Mar-2021

ଆଜିର ବାକ୍ୟ (Oriya) 27-03-2021

ଉଠାଇବା 

“ସେମାନେ ପଡ଼ିଲେ, ଜଣେ ଆପଣା ସଙ୍ଗୀକୁ ଉଠାଇବ; ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ ଓ ଯାହାକୁ ଉଠାଇବା ପାଇଁ ଅନ୍ୟ ନ ଥାଏ, ସେ ସନ୍ତାପର ପାତ୍ର।“ - ଉପଦେଶକ 4:10

ଆମେରିକାର ଏକ ଖେଳ ପଡିଆରେ ବିକଳାଙ୍ଗ ମାନଙ୍କର ଦୌଡ ପ୍ରତିଯୋଗିତାରେ, ସେତେବେଳେ ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କୁ ବିଶେଷତ୍ୱ ଭାବରେ ଆମତ୍ରଣ କରାଯାଇ ଥିଲା !ବିକଳାଙ୍ଗମାନେ ଅନେକ ଧାଇବା ଆରମ୍ଭ କଲେ !ସେତେବେଳେ ହଠାତରେ ଜଣେ ବାଳକ ତଳେ ପଡିଗଲା !ଏହା ଦେଖି ଅନ୍ୟ ପିଲାମାନେ ତାଙ୍କର ଧାଇବାକୁ ବନ୍ଦ କରି ସେହି ପିଲାଙ୍କ ଦୁଇଟି ହାତ ଧରି ତଳରୁ ଉପରକୁ ଉଠାଇଲେ !ତାପରେ ସମସ୍ତେ ମିଶି ଧାଇବା ଆରମ୍ଭ କଲେ !ଏହାକୁ ଦେଖି ଥିବା ଆମେରିକାର ରାଷ୍ଟ୍ରପତି ବାରାକ ଓବାମା ତାଙ୍କର ଚୌକି ଠାରୁ ଉଠି ତାଳି ମାରି ସେମାନଙ୍କୁ ପ୍ରଶଂସା  କଲା !ଏହା ଦେଖିବା କ୍ଷଣି ପଡିଆରେ ଥିବା ସମସ୍ତେ ମଧ୍ୟ ଉଠି ଠିଆ ହୋଇ ତାଳି ମାରି ସେହି ପିଲାଙ୍କ କାର୍ଯ୍ୟକୁ ପ୍ରଶଂସା  କଲେ !

ପବିତ୍ର ବାଇବଲରେ ବିଶ୍ୱାସରେ ବଳହୀନତା  ଥିବା ଲୋକଙ୍କୁ ନିକଟତମ କରିବାକୁ ହେବ ବୋଲି ପଡୁଛୁ !ଆମକୁ ବଳ  ଥାଇ ପାରେ, ମାତ୍ର ବଳ ହୀନମାନଙ୍କର ବଳକୁ ଆମେ ସହ୍ୟ କରିବାକୁ ହେବ ବୋଲି ବାଇବଲ କହୁଛି, ଆମେ ମନେ ରଖିବାକୁ ହେବ ! ପ୍ରେରିତ ପାଉଲ ରୋମିୟ ମଣ୍ଡଳୀକି ଲେଖିଥିବା ପତ୍ରରେ ଚଉଦ ଓ ପନ୍ଦର ଅଧ୍ୟାୟରେ ଏହାକୁ ପ୍ରମୁଖ ଭାବରେ କହୁଛନ୍ତି !ତଳେ ପଡ଼ିଥିବା ବ୍ୟକ୍ତିକୁ ଉପରକୁ ଉଠାଇବା ହେଉଛି ଏକ ଉର୍ଣ୍ଣତି ସେବାକାର୍ଯ୍ୟ !ଲୁକ ଦଶ ଅଧ୍ୟାୟରେ  ଶମିରୋଣିୟ ଏହା ହିଁ କରି ଥିଲା !ତାଙ୍କର ଯାତ୍ରାକୁ  ସ୍ଥଗିତ କରି ଜୀବନ ମୃତ୍ୟୁ ମୁଖରେ ପଡି ଥିବା ବ୍ୟକ୍ତିଙ୍କୁ ସେ ସେବାଶୁ- ଶୃଶ୍ରୁସା  କଲେ !ତାଙ୍କୁ ଉଠାଇ ଧରି ତାଙ୍କ ସହିତ ଗୋଟିଏ ପନ୍ଥଶାଳାକୁ ଘେନିଯାଇ, ପନ୍ଥଶାଳା କର୍ତ୍ତାଙ୍କୁ କହିଲେ ଏହାକୁ ସେବାଶୁଶ୍ରୁ କର, ଏହା ଆମେ ପଡୁଛୁ !ଏହିପରି ଜୀବନରେ ଅନେକ କାରଣ ଯୋଗୁ ନିରୁଉଚ୍ଚାହ ହୋଇ ଥିବା ବ୍ୟକ୍ତିମାନଙ୍କୁ ଉପରକୁ ଉଠାଇବା ପ୍ରଥମ କାମ ବୋଲି ବାଇବଲ ଆମକୁ ଶିକ୍ଷାଉଛି !

ଏହା ପଡ଼ୁଥିବା ମୋର ପ୍ରିୟ ବନ୍ଧୁଗଣ, ପ୍ରଭୁଙ୍କୁ ଗ୍ରହଣ କରି ଜୀବନଯାପନ କରୁଥିବା ଏହି ଜୀବନରେ ପ୍ରଥମ କାର୍ଯ୍ୟ ହେଉଛି, ଅନ୍ୟମାନଙ୍କୁ ଉପରକୁ ଉଠାଇବା !ଆମେ ବାସ କରୁଥିବା ସ୍ଥାନରେ, ଆମେ ପାଠ ପଡ଼ୁଥିବା ବିଦ୍ୟାଳୟରେ, ଆମେ କାମ କରୁଥିବା କାର୍ଯ୍ୟାଳୟରେ, ଆମେ ସେବାକାର୍ଯ୍ୟ କରୁଥିବା ସ୍ଥାନରେ ଆମର ଚାରିପାଟରେ ଅନେକ କାର୍ଯ୍ୟରୁ ନଷ୍ଟ ହୋଇ ବଳ ହୀନତା ମଧ୍ୟରେ ମଧ୍ୟ ଜୀବନଯାପନ କରି ପଡିଯାଉଥିବେ !ଆମେ ସେମାନଙ୍କୁ ଉଠାଇବା ସ୍ଥାନରେ ଅଛୁ, ଏହା ଆମେ ଭୁଲିଯିବାକୁ ହେବ ନାହିଁ !ଏହିପରି ଆମେ କରୁଥିବା ବେଳେ ସ୍ୱର୍ଗ ରାଜ୍ୟରେ ଥିବା ପରମେଶ୍ୱର ଆମକୁ ଦେଖି ଆନନ୍ଦିତ ହେବେ !ଜୀବନ ଦୌଡରେ ଅନେକ କାରଣ ଯୋଗୁ ନିରୁଉଚ୍ଚାହିତ ହୋଇଯାଇ ତଳେପଢି ଯାଉଥିବା ଲୋକେ ଅନେକ, ସେମାନଙ୍କ ନିମନ୍ତେ ଆମର ଦୌଡକୁ ସ୍ଥଗିତ କରି, ଟିକେ ଠିଆ ହୋଇ,  ସେମାନଙ୍କୁ ଦୟା ଦେଖାଇ, ସେମାନଙ୍କୁ ଉପରକୁ ଉଠାଇବାକୁ ପଡିବ !
-    ଟି. ଶଙ୍କର ରାଜ 

ପ୍ରାର୍ଥନା କରନ୍ତୁ :-ଗଧମାନଙ୍କର ଗ୍ରନ୍ଥ ନାମକ ବହି ସେବକମାନଙ୍କ ନିମନ୍ତେ ମୁଦ୍ରଣ ହେଉଥିବା "ମାଧାସଞ୍ଚିକା" କ୍ରମାଗତ ଭାବରେ  ମୁଦ୍ରଣ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet