Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-01-2024
Share:

By Village Missionary Movement

Wednesday, 03-Jan-2024

ଆଜିର ବାକ୍ୟ (Oriya) 03-01-2024

 

ଉପକାରୀ ମଞ୍ଜି

 

“ଶସ୍ୟ ଯେ ଅଟକ କରି ରଖେ, ତାହାକୁ ଲୋକମାନେ ଅଭିଶାପ ଦେବେ, ମାତ୍ର ଯେଉଁ ବ୍ୟକ୍ତି ତାହା ବିକ୍ରୟ କରେ, ତାହାର ମସ୍ତକରେ ଆଶୀର୍ବାଦ ବର୍ତ୍ତେ !” - ହିତୋପଦେଶ ୧୧:୨୬

 

ମୋ ବାପା କରୁପାୟା ଯୀଶୁଙ୍କୁ ଗର୍ଭରୁ ଜାଣି ନଥିଲେ ! ଥରେ ସେ ଆମର ଯୁବ ଶିବିରର କାନ୍ଥ ପୋଷ୍ଟର ଦେଖିଲେ ଏବଂ ମୋ ନିକଟକୁ ଆସି କହିଲେ ,ତୁମେ ଏକ ବଡ ସମ୍ମିଳନୀ କରିବାକୁ ଯାଉଛ ? ମୁଁ ଯେତେବେଳେ ହଁ କହିଲି, ସେ ପଚାରିଲେ କେତେ ଲୋକ ଆସିବେ ! ମୁଁ କହିଲି ୫0,000 ଯୁବକଯୁବତୀ ଆସିବେ କହିଲି ! ବାପା କହିଲେ,ଏହା ଆମ ପାଇଁ ଲାଭଦାୟକ କି ? ମୁଁ କହିଲି ହଁ, ଆମର ବହୁତ ଲାଭ ଅଛି !

 

ସେହିପରି ଭାବରେ, ଆମେ ଆମର ଇଶ୍ବରଙ୍କଠାରୁ ଲାଭ ପାଇଥାଉ ଯିଏ ଆମର ଆବଶ୍ୟକତା ଯୋଗାନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି ? ମୋର ଅର୍ଥ ଏହା ଉପଯୋଗୀ କି ? ଆମେ ଏ ବିଷୟରେ ଚିନ୍ତା କରିବା ଆବଶ୍ୟକ ! ତୁମେ କୁହ, ମୁଁ ପ୍ରଭୁଙ୍କୁ କ’ଣ ଲାଭ ଦେଇପାରେ ?ଯଦି ଆମେ ଖ୍ରୀଷ୍ଟିଆନ ଇତିହାସର ପଛକୁ ଦେଖିବା, ତେବେ ତୁମେ ଏବଂ ମୁଁ ଇଶ୍ବରଙ୍କୁ ଜାଣିଲୁ, ଫଳସ୍ୱରୂପ ଅନେକ ଲୋକ ସେମାନଙ୍କର ପ୍ରତିଭା, ଅର୍ଥ ଏବଂ ସମୟକୁ ମଞ୍ଜି ଭାବରେ ପ୍ରଦାନ କଲେ ! ରାକଲ୍ୟାଣ୍ଡ ନାମକ ମଞ୍ଜି ହେତୁ ସିଭାକାସୀ ଅଞ୍ଚଳରେ ଅନେକ ଲୋକ ପ୍ରଭୁଙ୍କୁ ଗ୍ରହଣ କରିଥିଲେ ! ସାରା ଟକର୍ ତିରୁନେଲଭେଲିରେ ତାଙ୍କ ଟଙ୍କା ବିନିଯୋଗ କରିଥିଲେ ଏବଂ ସାରା ଟକର୍ ସ୍କୁଲ୍ ଏବଂ କଲେଜ୍ ସୃଷ୍ଟି ହୋଇଥିଲା ! ଅନେକ ଛାତ୍ର ଅଛନ୍ତି ଯେଉଁମାନେ ଏହା ମାଧ୍ୟମରେ ଇଶ୍ବରଙ୍କୁ ଜାଣିଥିଲେ ! ଟମାଟୋ ଫଳ ଭିତରେ କେତେ ମଞ୍ଜି ଅଛି ? ସେହିଭଳି, ପ୍ରଭୁ ଆମକୁ ଜୀବନ, ପ୍ରତିଭା, ଧନ ଏବଂ ସମୟ ମଞ୍ଜି ଆକାରରେ ଦେଇଛନ୍ତି !ପ୍ରଭୁ ଦେଇଥିବା ମଞ୍ଜିକୁ ତାହାଙ୍କ ନିମନ୍ତେ ବୁଣିବା ବେଳେ ତାହା ଅତ୍ୟଧିକ ଫଳ ଦେଖିପାରିବା !ଯଦି ସେହି ମଞ୍ଜି ବ୍ୟବହାର ନହୋଇ ଥିଲେ, ତାହା ଦ୍ଵାରା କିଛି ପ୍ରୟୋଜନ ନାହିଁ !ପ୍ରେରିତ ପାଉଲଙ୍କୁ ଇଶ୍ୱର ଦେଇଥିବା ସବୁକିଛିକୁ ପ୍ରଭୁଙ୍କ ନିମନ୍ତେ ଦେଇ ତାହାଙ୍କ ଲାଭ ସକଳକୁ ପ୍ରଭୁଙ୍କର ରାଜ୍ୟ ନିମନ୍ତେ ନଷ୍ଟ ଭାବରେ ପସନ୍ଦ କରୁଛି ବୋଲି ସେ କରିଥିବା କାର୍ଯ୍ୟକୁ ମଞ୍ଜି ଭାବରେ ବୁଣିଥିବା କହନ୍ତି !ଅନେକ ବହୁମୂଲ୍ୟ ବିହନ ବୁଣିଛ କି ? ଅବା ସ୍ୱାର୍ଥରେ କେବଳ ତୁମ ନିମନ୍ତେ ହିଁ କାର୍ଯ୍ୟ କରୁଛ କି ?ତୁମ ସମୟକୁ, ଭାବନାକୁ, ଜୀବନକୁ, ଧନକୁ, ଟଙ୍କାକୁ, ସନ୍ତାନମାନଙ୍କୁ ପ୍ରଭୁଙ୍କର ନିମନ୍ତେ ବୁଣିବା ବେଳେ ସମ୍ପୂର୍ଣ୍ଣ ଫଳ ଦେଖି ଆସେ !ସ୍ୱର୍ଗରାଜ୍ୟ ତୁମକୁ ଦେଖି ଆନନ୍ଦ କରିବ; ପ୍ରଭୁ ତୁମଠାରେ ଗୌରବାନ୍ୱିତ ହେବେ ! ଆମେ ଉପରୋକ୍ତ ପଦରେ ପଢିଛୁ ଯେ ଲୋକମାନେ ଯଦି ନିଜ ପାଇଁ ଏହା ଅନୁଭବ କରନ୍ତି ତେବେ ଅଭିଶାପ ଦେବେ ! ଯେଉଁମାନେ ତ୍ୟାଗ କରନ୍ତି ଏବଂ କାର୍ଯ୍ୟ କରନ୍ତି ସେମାନଙ୍କୁ ଇଶ୍ବର ଏହି ବର୍ଷ ଦେଇଛନ୍ତି ! ଆସନ୍ତୁ, ଇଶ୍ବର ଆମକୁ ଦେଇଥିବା ଜିନିଷଗୁଡିକୁ ବୁଣିବା ପାଇଁ ସ୍ଥିର କରିବା ! ପ୍ରଥମ ପଦକ୍ଷେପ ନେବା ! ପ୍ରଭୁ ଯୀଶୁ ଆମର ମଂଗଳ କରନ୍ତୁ !

- ଶ୍ରୀ କେ.ଡେଭିଡ୍ ଗାଣେଶାନ୍

 

ପ୍ରାର୍ଥନା ଅନୁରୋଧ:-

ଦେବୋରା ଗୋଷ୍ଠୀ ମାଧ୍ୟମରେ ପରିଦର୍ଶନ କରିଥିବା ଗ୍ରାମଗୁଡିକରେ ଇଶ୍ବର ମହାନ ଉଜ୍ଜୀବିତ କରବା ନିମନ୍ତେ ପ୍ରାର୍ଥନା କର !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis wbahis grandpashabet betgit betsalvador matbet meritking