Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-01-2024
Share:

By Village Missionary Movement

Thursday, 18-Jan-2024

ଆଜିର ବାକ୍ୟ (Oriya) 18-01-2024

 

ସାଧାରଣ ମଞ୍ଜି

 

“ତୁମ୍ଭେ ଜଳ ଉପରେ ଆପଣା ଭକ୍ଷ୍ୟ ପକାଅ, କାରଣ ଅନେକ ଦିନ ଉତ୍ତାରେ ତାହା ପାଇବ !” – ଉପଦେଶକ ୧୧:୧

 

୧୮୫0 ମସିହା ଜାନୁଆରୀ ୬ ତାରିଖରେ ଇଂଲଣ୍ଡ ଦେଶରେ ଏକ ମହାନ ଝଡ଼ ତୋଫାନ ଯୋଗୁ ବହୁତ ଅସୁବିଧା ହେଲା !ସେହି ତୋଫାନରେ ଛନ୍ଦି ହୋଇଥିବା ଜଣେ ଯୁବକ, ସେ ନିଜକୁ ରକ୍ଷା କରିବାକୁ ନିକଟରେ ଥିବା ଚର୍ଚ୍ଚକୁ ଗଲା !ରବିବାର ସନ୍ଧ୍ୟା ଆରାଧନା ହେଉଥାଏ !ସେଠାରେ ପାଳକ ନାହାନ୍ତି !ମଣ୍ଡଳୀର ଜଣେ ବିଶ୍ୱାସୀ ହୋଇଥିବା ଦରଜୀ ଆରାଧନା ଚଳାଉ ଥାଏ !ସେ ପ୍ରଭୁଙ୍କର ବାକ୍ୟ କହିବାକୁ ଆରମ୍ଭ କଲା !ବାରମ୍ବାର କୁହାଯାଇଥିବା ଏକ କାର୍ଯ୍ୟଟି "ମୋର ଅନୁଗମ କର ତୁମେ ପରିତ୍ରାଣ ପାଇବ "!ସେହି ତୋଫାନରୁ ଉଦ୍ଧାର ପାଇବାକୁ ଆସୁଥିବା ଯୁବକ, ସେହି କବାଟ ପଛରେ ରହି, ସେହି ବାକ୍ୟଟି ଶୁଣିବାକୁ ଇଚ୍ଛା ନକରି ସେଠାରେ ଠିଆ ହୋଇଥାଏ !କିନ୍ତୁ ସେହି ଦରଜୀ ଜଣକ ପୀଠରୁ ସେହି ଯୁବକକୁ ଆକ୍ଷେପ କରି କହିଲା, ହେ ଯୁବକ ଯୀଶୁଙ୍କୁ ଦେଖ !ସେ ଜଣେ ପ୍ରଚାରକ ନୁହେଁକି ପାଠୁଆ ନୁହେଁ !ସେ ଜଣେ ସାଧାରଣ ବ୍ୟକ୍ତି ଅଟେ !କିନ୍ତୁ ପବିତ୍ର ଆତ୍ମା ଦ୍ଵାରା ପରିପୂର୍ଣ୍ଣ ହୋଇ ଶକ୍ତିରେ ଅସାଧାରଣ ଭାବେ ପ୍ରଚାର କଲା !ଅନେକ ରହିଥିବା ସ୍ଥାନରେ ପ୍ରତ୍ୟେକ ଭାବେ ତାହାଙ୍କୁ ହିଁ ଅନାଇ କହିଥିବା ଏହି ବାକ୍ୟଟି, ସେହି ଯୁବକକୁ ବହୁତ ଦୋହଲାଇଲା !ଯୀଶୁଙ୍କ ଆଡକୁ ଅନାଅ ପ୍ରଭୁଙ୍କର ବାକ୍ୟ ନାମକ ବିହନ ତାଙ୍କ ହୃଦୟରେ ରୋପିତ ହେଉଥାଏ !ତାହାଙ୍କ ଠାରେ ବଢିବାକୁ ଲାଗିଲା !ଶେଷରେ ସେହି ଯୁବକ ଜଣକ ଯୀଶୁଙ୍କୁ ଦେଖିଲା !ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲା !ସେହି ଯୁବକ କିଏ ଜାଣିଛ କି ? ସେ ହେଉଛନ୍ତି ସି. ହେଚ.ସାର୍ଜନ !ପ୍ରଚାର ସେଵାକାର୍ଯ୍ୟରେ ସର୍ବଦା ଶକ୍ତିଶାଳି ଭାବେ ବ୍ୟବହୃତ ହୋଇ, ସୁନାମ ଅର୍ଜନ କରିଥିବା ବ୍ୟକ୍ତି ଭାବେ ଅଛନ୍ତି !

 

ଏହି ପୃଥିବୀରେ ଜୀବନଯାପନ କରି ସବୁକିଛିକୁ ଅନୁଭବ କରିଥିବା ଶଲୋମନ କହନ୍ତି,"ତୁମ୍ଭେ ଜଳ ଉପରେ ଆପଣା ଭକ୍ଷ୍ୟ ପକାଅ,କାରଣ ଅନେକ ଦିନ ଉତ୍ତାରେ ତାହା ପାଇବ" !ଆହାର କହିଲେ ବିହନ, ବିହନଟି ଜଳ ଥିବା ସ୍ଥାନରେ ବୁଣିଲେ, ଅନେକ ଦିନ ଉତ୍ତାରେ ତାହାର ଫଳ ଆମେ ଦେଖି ପାରିବା !ଯଦି ଜଳ ବିହୀନ ଅଂଶରେ ବିହନ ବୁଣିବା, ତେବେ ଆମେ ତାହାର ଫଳ ଦେଖି ପାରିବା ନାହିଁ !

 

ପ୍ରିୟ ବନ୍ଧୁଗଣ, ସେହି ଦରଜୀ ଦ୍ଵାରା ବୁଣାଯାଇଥିବା ବିହନ ମହାନ ଫଳ ଦେଲା !ସନ୍ଧେହ ନ ଥାଇ ବିହନ ବୁଣିଲେ !ଇଶ୍ୱର ତାହାକୁ ପ୍ରଚୁର କଲେ !ଏହି ଜଗତରେ ବୁଣିବା ସ୍ଥାନ ଅନେକ ଅଛି !କିନ୍ତୁ ବୁଣିବାକୁ ମଣିଷମାନେ ନାହାନ୍ତି !ତାହାଙ୍କ ବାକ୍ୟକୁ ଦ୍ୱୀପରେ ଅପେକ୍ଷାରେ ଅଛନ୍ତି !ଏହିପରି ସ୍ଥାନରେ କିଏ ଦାଇତ୍ୱ ନେଇ ଆଗକୁ ଯିବେ !ମୁଁ ଏବଂ ଆପଣ !ଯୀଶୁ ନାମକ ବୀଜ ବୁଣିବା, ନିଶ୍ଚିତ ତାହାର ଫଳ ଏଠାରେ ନ ଦେଖିଲେ, ସ୍ୱର୍ଗ ରାଜ୍ୟରେ ଗୋଟିଏ ଦିନ ଦେଖିବା !

ଶ୍ରୀମତୀ ଶକ୍ତି ଶଙ୍କର ରାଜ

 

ପ୍ରାର୍ଥନା ଅନୁରୋଧ:-

ମିଡ଼ିଆ ସେଵାକାର୍ଯ୍ୟରେ କାର୍ଯ୍ୟରତ ସେବକମାନଙ୍କ ପରିବାର ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet