Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-04-2021
Share:

By Village Missionary Movement

Thursday, 08-Apr-2021

ଆଜିର ବାକ୍ୟ (Oriya) 08-04-2021

ନିଜକୁ ରକ୍ଷା କରନ୍ତୁ 

"...ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା ତହିଁରେ ସେମାନେ ପୃଥିବୀରେ ଜୀବନ ସାରା ଆମ୍ଭଙ୍କୁ ଭୟ କରିବାକୁ ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।” - ଦ୍ୱିତୀୟ ବିବରଣ ପୁସ୍ତକ 4:10

ପରିଣାମ ଉର୍ନତି ଦ୍ଵାରା ମଣିଷ ମାଙ୍କଡ଼ ଠାରୁ ଆସିଛି କହି, ତାହାର ସିଦ୍ଧାନ୍ତ ଦ୍ଵାରା ବିଖ୍ୟାତ ହୋଇଥିବା ବ୍ୟକ୍ତି ହେଉଛନ୍ତି ଚାରଲେସ ଡାରୱେନ !ସେ ତାର ମୃତ୍ୟୁ ମୁଖରେ ଥିବା ବେଳେ ପାଖରେ ଥିବା ମଣ୍ଡଳୀ ଠାରୁ ବିଶ୍ୱାସୀମାନେ  ଗାଉଥିବା ଗୀତ ଶୁଣିବାକୁ କବାଟର ଝରକା ଖୋଲିବାକୁ କହିଲା !ତାଙ୍କର ନିକଟରେ ଥିବା ଲୋକ ତାଙ୍କୁ ଦେଖି ପଚାରିଲେ, ଡାରୱେନ ସେହିପରି ହେଲେ ପରିଣାମ ବିଷୟରେ ତୁମ୍ଭର ନିରିକ୍ଷଣ, ସିଦ୍ଧାନ୍ତ କଣ ହେଲା ? ତାର ଉତ୍ତରରେ ଡାରୱେନ କହିଲା, ତାହା ମୋର ଯୌବନର କାଳ୍ପନିକ କାହାଣୀ ଅଟେ !ସେ ବାଇଶୀ ବର୍ଷରେ ଧର୍ମଶାସ୍ତ୍ର  ପାଠ ସମାପ୍ତ କରି, ପରମେଶ୍ୱରଙ୍କ ବିଷୟରେ ଠିକ ଭାବରେ ଗ୍ରହଣ ନ କରି, ମଣ୍ଡଳୀରେ ମିଶିବାକୁ ଇଚ୍ଛା ନ ଥାଇ, ମଣିଷର ସୃଷ୍ଟି ବିଷୟରେ ଭୁଲ ସିଦ୍ଧାନ୍ତ ଏହି ଜଗତକୁ ପ୍ରକାଶ କଲା !ଡାରୱେନଙ୍କର ପରିଣାମର ସିଦ୍ଧାନ୍ତକୁ ଗ୍ରହଣ କରିଥିବା ଜଗତ, ତାଙ୍କରି ଶେଷ କାଳର କଥାକୁ ଆଚର୍ଯ୍ୟ  କଲା !

ପୃଥିବୀର ଜ୍ଞାନ,ଶାସ୍ତ୍ର ଜ୍ଞାନ ବଡୁଥିବା ଏହି କାଳରେ ପ୍ରଭୁଙ୍କୁ ତ୍ୟାଗ କରି, ପଥ ଭ୍ରଷ୍ଟ ପରିସ୍ଥିତି ଜଗତରେ ଅନେକ ଦେଖା ଯାଉ ଥିବା ବେଳେ, ପ୍ରଭୁଙ୍କୁ ଏବଂ ତାଙ୍କର ପରିତ୍ରାଣକୁ ନ ଭୁଲି, ତାଙ୍କରି ଉପରେ ଥିବା ବିଶ୍ୱାସକୁ ତ୍ୟାଗ ନ କରି, ସନ୍ଦେହ ନ କରି ରହିବାକୁ, ଦୃଢ଼ତାର ମନତତ୍ଵ ଆମ ଯୌବନ ସନ୍ତାନମାନଂକୁ ରହିବାକୁ ହେବ !ସେଥିପାଇଁ ପରମେଶ୍ୱରଙ୍କ ଶକ୍ତି, ତାଙ୍କର କଢାଇ ନେବାକୁ ଆମ ପରେ ଆସୁଥିବା ସନ୍ତାନମାନଙ୍କୁ ନ ଭୁଲି ଶିଖେଇବାକୁ ପଡିବ !ଯିହୂଦୀମାନେ ପରମେଶ୍ୱରଙ୍କ ବିଷୟରେ ଛୋଟ ଅବସ୍ଥାରୁ ସେମାନଙ୍କ ସନ୍ତାନମାନଙ୍କୁ ଉପଦେଶ ଦ୍ଵାରା  ଆଜ୍ଞାଗୁଡିକ ଶିଖାଉ ଥିଲେ !ମୋଶା ତାଙ୍କର ମାଆ ନିକଟରେ ବଡୁଥିବା ବେଳେ ହିଁ ପରମେଶ୍ୱରଙ୍କ ବିଷୟରେ ଜାଣିପାରି ଥିଲା !ତାହା ହିଁ ଆସନ୍ତା ଦିନରେ ପରମେଶ୍ୱରଙ୍କ ନିମନ୍ତେ  ପୌରଷ ସହିତ ଠିଆ ହେବାକୁ ସାହାଯ୍ୟ କଲା !ପାଉଲ ତିମତୀଙ୍କ ବିଷୟରେ କହୁଥିବା ବେଳେ ତୁମ୍ଭ ମାତା କି ଆଇଙ୍କୁ  ରହିଥିଲେ ପ୍ରଭୁଙ୍କ ଠାରେ ବିଶ୍ୱାସ ତୁମ୍ଭ ଠାରେ ରହିବ !କାରଣ କଣ ? ତାଙ୍କରି ମା ଏବଂ ଆଇ ଛୋଟ ଅବସ୍ଥାରୁ ହିଁ ପ୍ରଭୁଙ୍କ ବିଷୟରେ ଠିକ ଉପଦେଶ ଦେଇଥାନ୍ତି !

ଆମେ କିପରି ରହୁଅଛୁ ? ଆମ ସନ୍ତାନମାନଙ୍କ କାର୍ଯ୍ୟରେ ପାଠ, ଜାଗତିକ ଜ୍ଞାନ, ଏ ସମସ୍ତକୁ ଦେଉଥିବା ଦାଇତ୍ୱ ଠାରୁ ପ୍ରଭୁଙ୍କୁ ପ୍ରାଥମିକତା ଦେଉଛୁ କି,  ଶିକ୍ଷା ଦେଉଛୁ କି, ପ୍ରଭୁଙ୍କ ବିଷୟରେ ସଠିକ ଜ୍ଞାନ ଆମ ଠାରେ ଅଛି କି ? ଆମେ ବୁଦ୍ଧିମାନ   ହୋଇ ରହିଥିଲେ ହିଁ ଆମ ସନ୍ତାନମାନଙ୍କୁ ଜଗତର ମାୟାରେ ନ ପଡ଼ିବାକୁ, ପଥ ଭ୍ରଷ୍ଟ ନ ହେବା ପାଇଁ,  ରକ୍ଷା କରି ପରମେଶ୍ୱରଙ୍କ ଠାରେ କଢାଇ ନେଇ ପାରିବା !ଆମେ ହିଁ ଆମ ପର ସନ୍ତାନମାନଙ୍କର ଉତ୍ତର ଦାୟୀ, ଏହା ଆମେ କେବେ ଭୁଲିବାକୁ ହେବ ନାହିଁ!
-    ଶ୍ରୀମତୀ ବାସନ୍ତୀ ରାଜ ମୋହନ 

ପ୍ରାର୍ଥନା କରନ୍ତୁ :-
ଶିବିରରେ ଭାଗ ନେଉ ଥିବା ପ୍ରତି ସେବକ ଶେଷରେ ପ୍ରେରିତ ରୂପେ ପରମେଶ୍ୱର ନିର୍ମାଣ କରବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking