By Village Missionary Movement
Monday, 19-Apr-2021ଆଜିର ବାକ୍ୟ (Oriya) 19-04-2021
ଯାଦୁବିଦ୍ୟା ପ୍ରଦର୍ଶନ
“ତୁମ୍ଭେ କି ଆପଣା ପାଇଁ ମହତ ବିଷୟମାନ ଚେଷ୍ଟା କରୁଅଛ ? ତାହା ଚେଷ୍ଟା କର ନାହିଁ,’ କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା; ମାତ୍ର ତୁମ୍ଭେ ଯେ ଯେ ସ୍ଥାନକୁ ଯାଉଅଛ, ସେସକଳ ସ୍ଥାନରେ ଲୁଟ ଦ୍ରବ୍ୟ ତୁଲ୍ୟ ଆମ୍ଭେ ତୁମ୍ଭର ପ୍ରାଣ ତୁମ୍ଭକୁ ଦେବା।’” - ଯିରିମୀୟ 45:5
ଦିନେ ଗୋଟିଏ ଗାଁରେ ଛୋଟ ପିଲାମାନଙ୍କର ସେବାକାର୍ଯ୍ୟ କରୁଥିଲୁ !, "ସତ୍ୟରେ ରୁହନ୍ତୁ" ଆଲୋଚ୍ୟ ବିଷୟରେ ଗୀତ, ମୁଖସ୍ତ ବାକ୍ୟ, ଖେଳ ଶିଖାଉ ଥିଲୁ !ଛୋଟ ପିଲାମାନେ ସୁନ୍ଦର ରୂପେ ବୁଝିଲେ !ତାପରେ ଗୋଟିଏ ଛୋଟ ଯାଦୁ କରି ଦେଖାଇଲୁ !ଯାଦୁ ଦେଖି ଥିବା ସମସ୍ତ ପିଲାମାନେ କରତାଳି ଦେଲେ !କାର୍ଯ୍ୟଟି ଶେଷ କଲୁ !ପିଲାମାନେ ତାଙ୍କର ନିଜର ଘରକୁ ଯିବାବେଳେ ଜଣେ ଛୋଟ ବାଳକ ଏକଲା ଆସି ପଚାରିଲା, ନନା ଏହି ଯାଦୁ କିପରି କରିଲ ? ଆମେ କହିଲୁ, ଏହା ତୁମେ ବୁଝି ପାରିବ ନାହିଁ !ସେ ବାଳକ କହିଲା, ତୁମେ କହୁଛ ମିଛ କହିବାକୁ ହେବ ନାହିଁ, ଅନ୍ୟମାନଙ୍କୁ ଠକିବାକୁ ହେବ ନାହିଁ ବୋଲି ଏବେ ତ କହିଲ, କିନ୍ତୁ ତୁମେ ହିଁ ଏପରି ଆମକୁ ଠକୁଛ କାହିଁକି !ସେ କହିଥିବା କଥା ଗାଲରେ ଚାପୁଡ଼ା ମାରିଲା ପରି ଥିଲା !ସେହି ଦିନରୁ ଗୋଟିଏ ନିର୍ଣ୍ଣୟ କଲୁ କି, ଆମକୁ ମହାନ ଭାବେ ଦେଖାଇବାକୁ ନାହିଁତ ସମସ୍ତ ପିଲାମାନଙ୍କୁ ଆକର୍ଷଣ କରିବାକୁ ଏହି ଯାଦୁବିଦ୍ୟା ବ୍ୟବହାର କରୁଛୁ !ମାତ୍ର ଏହା ଜାଗ୍ରତରେ ବ୍ୟବହାର କରିବାକୁ ହେବ !ଆବଶ୍ୟକ ସ୍ଥାନରେ, ଆବଶ୍ୟକ ପରିସ୍ଥିତିରେ ଏହି ଯାଦୁ କଲେ ଯଥେଷ୍ଟ !ସେବକମାନେ ଆମ୍ଭେ ଯାଦୁକାର ପରି ପରିବର୍ତ୍ତନ ହୋଇଯିବାକୁ ହେବ ନାହିଁ !ଆମର ସାକ୍ଷ ମୁଖ୍ୟ ଅଟେ ବୋଲି ନିର୍ଣ୍ଣୟ କରିଲୁ !
ପ୍ରେରିତ ପୁସ୍ତକ (8:9 ) ରେ ସିମୋନ ନାମକ ଜଣେ ବ୍ୟକ୍ତି କୁହୁକକର୍ମ କରି ଲୋକଙ୍କୁ ଠକୁଥିଲା ଏହା ଆମେ ପଡ଼ୁଛୁ !ଏହି ମାୟାବି ସିମୋନ ଫିଲିପ କରିଥିବା ଆଚର୍ଯ୍ୟ କାର୍ଯ୍ୟ ସେ ମଧ୍ୟ କରିବାକୁ ଇଚ୍ଛା କଲା !ପିତରଙ୍କ ଠାରେ ପବିତ୍ର ଆତ୍ମା ଆସିବା ଦେଖି ସେ ତାର ଟଙ୍କା ଆଣି ସେହି ଉପହାରକୁ କିଣିବାକୁ ଚେଷ୍ଟା କଲା ଏହା ଆମେ ପଡୁଛୁ !ତାଙ୍କୁ କ୍ଷୁର ଭାବେ ପିତର ସତର୍କ କଲେ !
ହଁ ମୋର ପ୍ରିୟ ବନ୍ଧୁଗଣ, ସେ ନିଜକୁ ମହତ୍ୱ ଭାବେ ଦେଖାଇବା ପାଇ ଆଲୋଚନା କରି ବିନାଶ ହୋଇ ଥିବା ବ୍ୟକ୍ତିମାନଙ୍କ ବିଷୟରେ ଆମେ ଅନେକଙ୍କୁ ଜାଣିଚୁ !କିନ୍ତୁ ଆମ ଭାବନାରେ ଅନ୍ୟମାନଙ୍କ ସମୁଖରେ ମହତ୍ୱ ଭାବେ ରହିବାକୁ, ଆମେ ଆମ ନିଜକୁ ସତର୍କ ନ ରହି ଅନ୍ୟମାନଙ୍କ ଉପକାର ସକାଶେ ଆମେ ପରିଶ୍ରମ କରିବା !ପ୍ରଭୁଙ୍କର ଦୃଷ୍ଟିରେ ଏହା କିପରି ଥିବ ? ଆମେ ଆମ ନିଜକୁ ଆଲୋଚନା କରି ଦେଖିବା !ଆମ ଜୀବନରେ ପ୍ରଭୁ ହିଁ ମହାନ, ମହିମା, ମହତ୍ୱ ବୋଲି ରହିବାକୁ ହେବ !ପବିତ୍ରତା ହିଁ ଆମ ଜୀବନର ଲକ୍ଷ ହୋଇ ରହିବାକୁ ହେବ !ହାଲେଲୁଆ !
- ଶ୍ରୀ ୱାଇ, ଅନିଶ ରାଜା
ପ୍ରାର୍ଥନା କରନ୍ତୁ :-
ପ୍ରତିଦିନ ଧ୍ୟାନ ସନ୍ଦେଶକୁ ୱାଟ୍ସଅପ, ଇମେଲ, ଟ୍ୟୁଟର, ଫେସବୁକ, ଦ୍ଵାରା ପଡି ପ୍ରାୟୋଜିତ ହୋଇ ପ୍ରଭୁଙ୍କର ଅନୁଗ୍ରହ ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.